ମୁମୂର୍ଷୁ ଅବସ୍ଥାରେ ମଖନା ହାତୀ

କୋଲାବିରା : ଝାରସୁଗୁଡା ବନଖଣ୍ଡର ଅବହେଳା ଏବଂ ଉଦସୀନତା ମଧ୍ୟରେ ଚିକିତ୍ସାରୁ ବଂଚିତ ‘ମଖନା ହାତୀ’ ଏବେ ଆସନ୍ନ ମୃତ୍ୟୁ ଅପେକ୍ଷାରେ ରହିଛି। ଦାନ୍ତ ନଥିବା ଏହି ହାତୀଟି ଦୁଇ ମାସ ହେଲା ଛୋଟେଇ ଛୋଟେଇ କୋଲାବିରା ରେଞ୍ଜର ବିଭିନ୍ନ ଗ୍ରାମ୍ୟ ଜଙ୍ଗଲରେ ଘୂରି ବୁଲୁଥିଲା। ଏହାର ପଛ ଦୁଇଗୋଡ଼ କ୍ରମଶଃ ଅଚଳ ହୋଇ ଯାଉଥିବା ଲକ୍ଷ୍ୟ କରାଯାଉଥିଲା। ଏବେ ଗୋଡ଼ ଦୁଇଟି ସଂପୂର୍ଣ୍ଣ ଅଚଳ ହେବା ଫଳରେ କୋଲାବିରା … Continue reading ମୁମୂର୍ଷୁ ଅବସ୍ଥାରେ ମଖନା ହାତୀ